ଅଚାନକ ରକ୍ତଚାପ ବଢ଼ିଗଲେ ଭୟ କରନ୍ତୁନି, ଏହି ଘରୋଇ ଉପାୟରେ କଣ୍ଟ୍ରୋଲ କରନ୍ତୁ ହାଇପରଟେନ୍ସନ୍‌

ବ୍ଲଡ ପ୍ରେସର ଏବେ ଏକ ସାଧାରଣ ସମସ୍ୟା। ୪୦ ଟପିଲେ ସମସ୍ତଙ୍କଠାରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଇଥାଏ। ଏହାକୁ କଣ୍ଟ୍ରୋଲ କରିବାକୁ ଡାକ୍ତର ମେଡିସିନ୍‌ ଖାଇବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ ବେଳେବେଳେ ଅଚାନକ ବିନା କାରଣରେ ରକ୍ତ ଚାପ ବଢ଼ିଯାଏ। ଫଳରେ ଦେହ ହାତ ଥରିବା ସହ ମୁଣ୍ଡ ବୁଲାଏ, ନିଦ ଆସେନି, ଚିଡ୍‌ଚିଡା ଲାଗେ ଓ ଅନ୍ୟ ଶାରୀରିକ ସମସ୍ୟା ଦେଖାଇଥାଏ। ତେବେ ଆଜି ଆସନ୍ତୁ ଜାଣିବା ଯଦି ହଠାତ୍‌ ରକ୍ତ ଚାପ ବଢ଼ିଯାଏ ତେବେ କ’ଣ କରିବା ଉଚିତ୍‌…

  • ମୁଣ୍ଡ ଉପରେ ଓଦା ଗାମୁଛା ରଖନ୍ତୁ। ଏଥିସହ ଏକ ବାଲ୍ଟିରେ ଗରମ ପାଣି କରି ସେଥିରେ ପାଦ ବୁଡ଼ାନ୍ତୁ। ଏହା ସହର ଶୀତଳୀ ଓ ଶୀତକାରୀ ପ୍ରାଣାୟାମ କରନ୍ତୁ। ଏଭଳି କରିବା ଦ୍ୱାରା ମାତ୍ର କିଛି ସମୟ ମଧ୍ୟରେ ଉଚ୍ଚ ରକ୍ତଚାପ ନର୍ମାଲ ହୋଇଯିବ।
  • ଏକ ସୂତା କପଡ଼ାରେ ବରଫକୁ ବାନ୍ଧି ସ୍ପାଇନାଲ କଡ୍‌ର ମସାଜ୍‌ କରନ୍ତୁ।
  • ମାଟି ପିଣ୍ଡୁଳାକୁ କିଛି ସମୟ ପାଇଁ ପାଦରେ ରଖିବା ଦ୍ୱାରା ମଧ୍ୟ ବିପି କମିଥାଏ।
Leave A Reply

Your email address will not be published.