ଆପଣଙ୍କ ପାଇଁ ମାରାତ୍ମକ ହୋଇପାରେ ହାଇ ବ୍ଲଡ ପ୍ରେସର, ଜାଣନ୍ତୁ ବର୍ତ୍ତିବାର ଉପାୟ
ବର୍ତ୍ତମାନ ସମୟରେ ହାଇ ବ୍ଲଡ଼ ପ୍ରେସର ଏକ ସାଧାରଣ ସମସ୍ୟା ହୋଇଗଲାଣି । ବଦଳୁଥିବା ଲାଇଫ ଷ୍ଟାଇଲ ଯୋଗୁଁ କେବେବି ବ୍ଲଡ଼ ପ୍ରେସରର ଲେବଲ ବଢିପାରେ । ତେବେ ବ୍ଲଡ଼ ପ୍ରେସରକୁ କଣ୍ଟ୍ରୋଲ କରିବା ପାଇଁ ଲୋକେ ଔଷଧ ଖାଇଥାନ୍ତି । କିନ୍ତୁ ପ୍ରତିଦିନ ବ୍ଲଡ଼ ପ୍ରେସର ମେଡ଼ିସିନ ଖାଇବା ଦ୍ୱାରା ଶରୀର…