ଫୁସଫୁସକୁ ମଜଭୁତ ରଖିବାକୁ ଚାହୁଁଥିଲେ, ପିଆଜ ସହ ଏହି ୪ଟି ଜିନିଷ ମିଶାଇ ଏମିତି କରନ୍ତୁ ବ୍ୟବହାର

ବାୟୁ ପ୍ରଦୂଷଣ ଓ ଧୂମପାନ ଭଳି ବଦଭ୍ୟାସ ଯୋଗୁ ଫୁସଫୁସଜନିତ ସମସ୍ୟା ପ୍ରାୟ ସମସ୍ତଙ୍କ ଠାରେ ଦେଖାଦେଉଛି। ବର୍ତ୍ତମାନର କରୋନା ସ୍ଥିତିରେ ଫୁସଫୁସର ଯତ୍ନ ନେବା ଏକାନ୍ତ ଆବଶ୍ୟକ ହୋଇପଡ଼ିଛି। ଟିକେ ଅବହେଳା କଲେ ତୁରନ୍ତ କରୋନା ସଂକ୍ରମିତ ହେବା ଆଶଙ୍କା ରହିଛି। ତେବେ ଘରୋଇ ଉପାୟରେ ମଧ୍ୟ ଆପଣ ଫୁସଫୁସକୁ ସୁସ୍ଥ ରଖିପାରିବେ। ଆସନ୍ତୁ ଜାଣିବା କେମିତି…

୫-୬ କୋଲା ରସୁଣ, ଛୋଟ ଖଣ୍ଡ ଅଦା, ଫାଳେ ପିଆଜ, ହଳଦୀ ପାଉଡ଼ର, କିଛି ବୁନ୍ଦା ଦିବ୍ୟଧାରା ନିଅନ୍ତୁ। ସମସ୍ତ ଜିନିଷକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ମୋଟା ପେଷ୍ଟ ବନାନ୍ତୁ। ଏହାକୁ ଛାତି ଉପରେ ଭଲ ଭାବେ ଲଗାଇ ଦିଅନ୍ତୁ। ଏହା ଉପରେ କଟନ କପଡ଼ା ବାନ୍ଧି ଦିଅନ୍ତୁ। ଏବେ ଏହା ଉପରେ କୌଣସି ଗରମ ପୋଷାକ ପିନ୍ଧନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.