Below header

ଯଦି ତ୍ୱଚାରେ ନଜର ଆସୁଛି ଏସବୁ ଲକ୍ଷଣ ତେବେ ଆଦୌ କରନ୍ତୁନି ଅଣଦେଖା, ତୁରନ୍ତ କରନ୍ତୁ କରୋନା ଟେଷ୍ଟ

କରୋନାର ଦ୍ଵିତୀୟ ଲହରୀରେ ନୂଆ ଷ୍ଟେନ ଯୋଗୁ ଏହାର ଲକ୍ଷଣ ବି ବଦଳିଯାଇଛି। ଏହି ଷ୍ଟେନରେ ଭାଇରସ ଫୁସଫୁସ ଓ କିଡନୀ ସହ ଜିଭ, ନଖ, ଚୁଟି ଓ ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଉଛି। ଦ୍ଵିତୀୟ ଲହରୀରେ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ବି ଦେଖିବାକୁ ମିଳୁଛି। ତେବେ ଯଦି ଆପଣଙ୍କ ତ୍ୱଚାରେ ବି ଦେଖାଯାଉଛି ଏସବୁ ଲକ୍ଷଣ ତେବେ ଆଦୌ ଅଣଦେଖା କରନ୍ତୁ ନାହିଁ, ହୋଇପାରେ କରୋନା ଲକ୍ଷଣ।

  • ମୁହଁରେ ଗୋଲ ଗୋଲ ହୋଇ ଫଳିଯିବା। ଏହା କୁଣ୍ଡାଇ ହେବା ଓ ପୋଡ଼ିବା। କରୋନା ଶରୀରରେ ପ୍ରବେଶ କରିବା ପରେ ଅକ୍ସିଜେନ୍ ଲେବଲ କମିଯାଏ। ଫଳରେ ତ୍ୱଚା ଶୁଷ୍କ ହୋଇଯାଏ।
  • ଓଠ ଶୁଖିବା ମଧ୍ୟ କରୋନାର ଲକ୍ଷଣ। ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତର ଦେଖାନ୍ତୁ।
  • ତ୍ୱଚା ଅଧିକ ସେନସେଟିଭ ହୋଇଯିବା। ହାତ ମାରିଲେ ନାଲି ନାଲି ହୋଇ ଫଳିଯିବା।
  • ମୁହଁରେ ବିନା କାରଣରେ ଦାଗ ହୋଇଯିବା। ଏହି ଦାଗ ଭଲ ହେବାକୁ ବହୁତ ସମୟ ଲାଗେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.