ଧନ ଲାଭର ସଂକେତ ଦେଇଥାଏ ଏମିତି ସ୍ୱପ୍ନ, ଦେଖିବେ ତ ବୁଝିଯିବେ ବରଷିବାକୁ ଯାଉଛି ମା’ ଲକ୍ଷ୍ମୀଙ୍କ କୃପା

ସ୍ୱପ୍ନ ବଡ଼ ବିଚିତ୍ର ହୋଇଥାଏ । ଏହା କାହାର ଅଧୀନରେ ନଥାଏ । ଏହା କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି ସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେ କେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ । ଫଳରେ ବ୍ୟକ୍ତି ଶୋଇ ପାରିନଥାଏ
କାନ ଫୁଲ – ସ୍ୱପ୍ନରେ ଯଦି କାନଫୁଲ ଦେଖନ୍ତି କିମ୍ବା କାହାର କାନରେ କାନଫୁଲ ଦେଖନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଏମିତି ସ୍ୱପ୍ନ ଭବିଷ୍ୟତରେ ଧନ ଲାଭର ସଂକେତ ଦେଇଥାଏ ।
ଟଙ୍କା ଗଣିବା – ଯଦି ସ୍ୱପ୍ନରେ ଟଙ୍କା ଗଣାଯିବା ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ସ୍ୱପ୍ନ ସଂକେତ ଦେଇଥାଏ ଯେ ଆଗାମୀରେ ଆପଣ ଧନ ଲାଭ କରିବାକୁ ଯାଉଛନ୍ତି ।
ସୁନା – ସ୍ୱପ୍ନରେ ଯଦି ସୁନା ଦେଖନ୍ତି ଏହା ବହୁତ ଶୁଭ ହୋଇଥାଏ । ଏମିତି ସ୍ୱପ୍ନ ଭବିଷ୍ୟତରେ ଧନ ଲାଭର ସଂକେତ ଦେଇଥାଏ । ଏହି ସ୍ୱପ୍ନ ସଂକେତ ଦେଇଥାଏ ଯେ ମା’ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବରଷିବାକୁ ଯାଉଛି ।