Below header

ବିଶେଷ ବିମାନ ଯୋଗେ ୧୦୬ ବିଦେଶୀ ନାଗରିକଙ୍କୁ ଗୋଆରୁ ପଠାଗଲା ଲଣ୍ଡନ

ଗୋଆ: ଲକଡାଉନର ଦ୍ୱିତୀୟ ପର୍ଯ୍ୟାୟ ସମଗ୍ର ଦେଶରେ ଜାରି ରହିଛି । ଏଭଳି ସ୍ଥିତିରେ ଭାରତର ଗୋଆରେ ୧୦୬ଜଣ ବିଦେଶୀ ନାଗରିକ ଫସି ରହିଥିଲେ । ଗୋଆ ଇଣ୍ଟରନାସନାଲ ଏୟାରପୋର୍ଟରେ ସ୍କ୍ରିନିଂ କରାଯାଇ ସେମାନଙ୍କୁ ଏକ ବିଶେଷ ବିମାନରେ ଲଣ୍ଡନକୁ ପଠାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.