ଗଦି ନହେଲେ ଜେଲରେ ଆରାମରେ ଶୋଇ ପାରୁ ନାହାନ୍ତି ଲୁଥ୍ରା ବ୍ରଦର୍ସ, କୋର୍ଟ ରଖିଲେନି ଅନୁରୋଧ
ଗୋଆ : ଜେଲରେ ଆରାମରେ ଶୋଇପାରୁନାହାନ୍ତି ଲୁଥ୍ରା ବ୍ରଦର୍ସ । ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଦର୍ଶାଇ ଡନଲପ ଗଦି ଯୋଗାଇ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ତେବେ ବିଚାରପତି ଗଦି ପାଇଁ ଅନୁରୋଧକୁ ଖାରଜ କରିଦେଇଛନ୍ତି । ଗୋଆର ଆରପୋରାରେ ଥିବା ବିର୍ଚ୍ଚ ବାଏ ରୋମିଓ ଲେନ ନାଇଟକ୍ଲବରେ…