Below header

‘ମହା’କୁ ଛାଡି ଏକାବେଳେ ମହାସାଗରରେ କେନ୍ଦ୍ରୀଭୂତ ହେଲା ତିନିଟି ବାତ୍ୟା: ମାଟ୍‌ମୋ, ନାକ୍‌ରି ଓ ହାଲଙ୍ଗ

ନୂଆଦିଲ୍ଲୀ :ଏକାବେଳେ ମହାସାଗରରେ କେନ୍ଦ୍ରୀଭୂତ ହୋଇଛି ତିନି ତିନିଟି ବାତ୍ୟା। ବାତ୍ୟା ‘ମହା’କୁ ଛାଡି ଆଉ ତିନିଟି ବାତ୍ୟା କେନ୍ଦ୍ରୀଭୂତ ହୋଇଛି। ମାଟ୍‌ମୋ, ନାକ୍‌ରି ଓ ହାଲଙ୍ଗ । ମାଟ୍‌ମା କୁ ବୁଲବୁଲ କୁହାଯାଉଛି । ୟୁଏସ୍ ନାଭିର ଜଏଣ୍ଟ ଟାଇଫୁନ୍ ଓ୍ଵାର୍ଣ୍ଣିଂ ସେଣ୍ଟର ବାତ୍ୟା ଓ୍ଵାର୍ଣ୍ଣିଂ ଜାରି କରିଛି । ବାତ୍ୟା ନାକ୍‌ରି ଭିଏତନାମ, କମ୍ବୋଡିଆ ଓ ଥାଇଲାଣ୍ଡ ଆଡକୁ ମୁହାଁଇଛି । ଏହା ଉତ୍ତର ପଶ୍ଚିମ ପ୍ରଶାନ୍ତ ମହାସାଗରରେ କେନ୍ଦ୍ରୀଭୂତ ହୋଇଛି । ସେହିପରି ସୁପର ଟାଇଫୁନ୍ ହାଲଙ୍ଗ ପ୍ରଶାନ୍ତ ମହାସାଗରରେ କେନ୍ଦ୍ରୀଭୂତ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.