Below header

ଆଗ୍ରା-ଲକ୍ଷ୍ନୌ ଏକ୍ନପ୍ରେସୱେରେ ଟ୍ରକ ଏବଂ ବସ ଧକ୍କା : ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ, ଅନେକ ଆହତ

ଆଗ୍ରା- ଲକ୍ଷ୍ନୌ ଏକ୍ସପ୍ରେସୱେରେ ରବିବାର ଦିନ ଏକ ଭିଷଣ ବଡ଼ ସଡ଼କ ଦୁର୍ଘଟଣା ହୋଇଛି। ଦିଲ୍ଲୀ ରୁ ବାରଣାସୀ ଯାଉଥିବା ଏକ ପ୍ରାଇଭେଟ ବସ ସହ ଟ୍ରକର ଧକ୍କା ହୋଇଛି। ର୍ଦୁଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ସେଫାଇ ପିଜିଆଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


ଦୁର୍ଘଟଣାଟି ଏକ୍ସପ୍ରେସୱେର ମାଇଲଷ୍ଟୋନ ୮୭ ପାଖାପାଖି ହୋଇଛି। ଗାଡି ଦ୍ରୁତ ଗତିରେ ଥିବାରୁ ଅତି ଭୀଷଣ ର୍ଦୁଘଟଣା ହୋଇଥିବା କୁହାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରୁଥିବା ବେଳେ ରାସ୍ତାକୁ ସଫା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.