Below header

ଦୀଘା ମୁହାଣରୁ ୯୦୦ କେଜିର ବିରାଟକାୟ ମାଛ ଉଦ୍ଧାର, ୨୦ହଜାର ଟଙ୍କାରେ ବିକ୍ରି

ଜଳେଶ୍ୱର: ଜାଲରେ ପଡିଲା ୯୦୦ କେଜିର ମାଛ । ପଶ୍ଚିମବଙ୍ଗର ପୂର୍ବମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଦୀଘା ମୁହାଣରୁ ଏହି ବିରାଟକାୟ ମାଛକୁ ଉଦ୍ଧାର କରାଯାଇଛି । ଏହାର ଓଜନ ପ୍ରାୟ ୯୦୦କେଜି ହେବ । ଏହି ମାଛକୁ ୨୦ହଜାର ଟଙ୍କାରେ ଦୀଘାର ରବିନ୍ଦ୍ର ସାମଲ ନାମକ ଜଣେ ବ୍ୟକ୍ତି କିଣିଥିବା ଜଣା ପଡିଛି । ମାଛକୁ ଦେଖିବାକୁ ଦୀଘା ମୁହାଣରେ ଲୋକଙ୍କ ପ୍ରବଳ ଭିଡ଼ ଲାଗିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.