‘ତାଉ-ତେ’ର ତାଣ୍ଡବ ; ମୁମ୍ବାଇ ସମୁଦ୍ରରେ ବୁଡିଲା ଜାହାଜ, ୯୬ ଜଣ ନିଖୋଜ

ନୂଆଦିଲ୍ଲୀ : ବାତ୍ୟା ‘ତାଉ-ତେ’ର ତାଣ୍ଡବ । ମୁମ୍ବାଇ ହାଇରେ ବୁଡିଗଲା ଜାହାଜ । ସମୁଦ୍ରରେ ବୁଡିଯାଇଛି ବାର୍ଜ P305 ଜାହାଜ । ଏଥିରେ ମୋଟ ୨୭୩ ଜଣ କର୍ମଚାରୀ ଥିଲେ । ତେବେ ଏମାନଙ୍କ ମଧ୍ୟରୁ ୧୭୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏବେ ବାର୍ଗରେ ୯୬ ଜଣ ଫସିରହିଛନ୍ତି । ଜାହାଜ ବାର୍ଜ ‘P305’ରେ ୨୭୩ ଜଣ ଥିଲେ। ସେମାନଙ୍କୁ ଉଦ୍ଧାର ପାଇଁ ନୌସେନା ମୁତୟନ କରାଯାଇଛି। ମିଶନରେ ସାମିଲ ଅଛନ୍ତି INS କୋଚି ଓ INS କୋଲକାତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.