Browsing Tag

cyclone tau te

‘ତାଉ-ତେ’ର ତାଣ୍ଡବ ; ମୁମ୍ବାଇ ସମୁଦ୍ରରେ ବୁଡିଲା ଜାହାଜ, ୯୬ ଜଣ ନିଖୋଜ

ନୂଆଦିଲ୍ଲୀ : ବାତ୍ୟା ‘ତାଉ-ତେ’ର ତାଣ୍ଡବ । ମୁମ୍ବାଇ ହାଇରେ ବୁଡିଗଲା ଜାହାଜ । ସମୁଦ୍ରରେ ବୁଡିଯାଇଛି ବାର୍ଜ P305 ଜାହାଜ । ଏଥିରେ ମୋଟ ୨୭୩ ଜଣ କର୍ମଚାରୀ ଥିଲେ । ତେବେ ଏମାନଙ୍କ ମଧ୍ୟରୁ ୧୭୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏବେ ବାର୍ଗରେ ୯୬ ଜଣ ଫସିରହିଛନ୍ତି । ଜାହାଜ…

ବାତ୍ୟା ‘ତାଉ-ତେ’ର ମହାତାଣ୍ଡବ, ଏଯାଏଁ ୧୮ ଜଣଙ୍କ ଜୀବନ ନେଲାଣି ବାତ୍ୟା

କେନ୍ୟୁଜ (ବ୍ୟୁରୋ) : ଅତି ଭୟଙ୍କର ଓ ପ୍ରଳୟଙ୍କରୀ ରୂପ ଧାରଣ କରି ଗୁଜରାଟ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବା ପରେ ତାଣ୍ଡବ ରଚିଛି ବାତ୍ୟା ‘ତାଉ-ତେ’ । ଗୋଆ ଠାରୁ ଆରମ୍ଭ କରି ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଗୁଜରାଟରେ ବଡ ବଡ ଗଛ ଉପୁଡିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡିଛି । ଅନେକ ମାଟି ଘର…

ବାତ୍ୟା ତାଉ-ତେ ପ୍ରଭାବରେ ଆରମ୍ଭ ହେଲାଣି ବର୍ଷା, ମୁମ୍ବାଇ ସହ ମହାରାଷ୍ଟ୍ରର ପଶ୍ଚିମ ଉପକୂଳରେ ପ୍ରବଳ ବର୍ଷା ଜାରି

ନୂଆଦିଲ୍ଲୀ : ତାଉ- ତେ ପ୍ରଭାବରେ ମୁମ୍ବାଇ ସହ ମହାରାଷ୍ଟ୍ରର ପଶ୍ଚିମ ଉପକୂଳରେ ପ୍ରବଳ ବର୍ଷା ଜାରି। ଥାନେ, ରାଇଗଡ଼, ପାଲଘର ଓ କୋଙ୍କଣ ଅଞ୍ଚଳରେ ମୂଷଳଧାରରେ ବର୍ଷା। ମଧ୍ୟରାତ୍ରିରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ସମୟ ବଢିବା ସହ ବର୍ଷାର ପରିମାଣ ମଧ୍ୟ ବଢିଛି। ମୁମ୍ବାଇରେ ସମୁଦ୍ରରେ ଉଚ୍ଚ…

ଆଜି ରାତିରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ତାଉ ତେ’

ଗୁଜରାଟକୁ ଘନଉଛି ତାଉ ତେ ବିପଦ । ସମୁଦ୍ର ଭିତରୁ ଶକ୍ତି ସାଉଁଟି ମାଡ଼ି ଆସୁଛି ତାଉ-ତେ । ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ଏବେ ଗୁଜରାଟ ମୁହାଁ ହୋଇଛି । ୧୮ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ମୁମ୍ବାଇ ଠାରୁ ୧୬୦ ଓ ଗୁଜରାଟ ଠାରୁ ୨୯୦ କିଲୋମିଟର ଦୂରରେ ରହିଛି । ଆଜି ସଂଧ୍ୟା…