Below header

ଡନ ଛୋଟା ରାଜନ ବିରୁଦ୍ଧରେ ସିବିଆଇର ନୂଆ ମାମଲା

ନୂଆଦିଲ୍ଲୀ(କେନ୍ୟୁଜ୍): ଡନ ଛୋଟା ରାଜନ ବିରୁଦ୍ଧରେ ସିବିଆଇର ନୂଆ ମାମଲା । ଛୋଟା ରାଜନ ଓ ତାର ସହଯୋଗୀଙ୍କ ବିରୋଧରେ ସିବିଆଇ ହତ୍ୟା, ହତ୍ୟା ଉଦ୍ୟମ, ଅର୍ଥ ଦାବି, ଅପରାଧିକ ଷଡ଼ଯନ୍ତ୍ର ନେଇ ମାମଲା ରୁଜୁ କରିଛି। ମହାରାଷ୍ଟ୍ର ପୋଲିସ ଠାରୁ ସିବିଆଇକୁ ମାମଲା ହସ୍ତାନ୍ତର ହୋଇଛି। ରାଜନ ବର୍ତ୍ତମାନ ତିହାର ଜେଲରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.