ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଝିଅଙ୍କୁ ଅପହରଣ ପାଇଁ ଧମକ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଝିଅଙ୍କୁ ଅପହରଣ ପାଇଁ ଧମକ ମିଳିଛି । ତେବେ ଏହି ଧମକ ଇମେଲ୍‌ ଦ୍ବାରା ମିଳିଥିବା ଜଣାପଡିଛି। ଗତ ୯ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ଇମେଲ୍‌କୁ ଆସିଥିଲା। ଏଭଳି ଏକ ଧମକପୂର୍ଣ୍ଣ ଇମେଲ୍‌ ପାଇବା ପରେ କେଜ୍ରିୱାଲ୍‌ଙ୍କ ଝିଅଙ୍କ ସୁରକ୍ଷା ପାଇଁ ଜଣେ ପ୍ରୋଟେକ୍ଟିଭ୍‌ ସର୍ଭିସ ଅଫିସର ନିୟୋଜିତ ହୋଇଛନ୍ତି। ସାଇବର ସେଲ୍‌ ଏହି ମାମଲାର ତଦନ୍ତ କରୁଛି।

Leave A Reply

Your email address will not be published.