ଚୀନ୍‌ ଦେଲା ବଡ଼ ଝଟ୍‌କା, ଏବେ ପାକିସ୍ତାନ ଭାବୁଥିବ କାହିଁକି ବନ୍ଧୁତା କଲି ?

ନୂଆଦିଲ୍ଲୀ : ବନ୍ଧୁ ସାଜିଲା ଶତ୍ରୁ । ପାକିସ୍ତାନକୁ ନିଜର ବନ୍ଧୁ ବନାଇଥିବା ଚୀନ୍‌ ଦେଇଛି ବଡ଼ ଝଟ୍‌କା । ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତାକୁ ନେଇ ଚର୍ଚ୍ଚା ଚାଲିଥିଲେ ମଧ୍ୟ ଚୀନ୍‌ର ଏଭଳି ଆଭିମୁଖ୍ୟ ଏବେ ପାକିସ୍ତାନକୁ ଅଡୁଆରେ ପକାଇ ଦେଇଛି । ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ସିପିଇସି ବା ଚୀନ୍‌-ପାକିସ୍ତାନ ଆର୍ଥିକ କରିଡର୍‌କୁ ବନ୍ଦ କରି ଦେଇଛି ।

ଏହା ପଛର କାରଣ ହେଉଛି ବର୍ତ୍ତମାନ ପାକିସ୍ତାନ କରୋନା ସହିତ ରାଜନୈତିକ ଅସ୍ଥିରତା ଭିତରେ ଗତି କରୁଛି । ଏଭଳି ପରିସ୍ଥିତିରେ ଚୀନ୍‌ ଖେଳ ଖେଳୁଛି ବୋଲି ବିଶେଷଜ୍ଞମାନେ ଆଲୋଚନା କରୁଛନ୍ତି । ଯାହାଫଳରେ ଚୀନ୍‌ଠାରୁ ପାକିସ୍ତାନ କରଜ ନେବ ଏବଂ ଚୀନ୍‌ ତା ଠାରୁ ଅଧିକ ସୁଧ ହାସଲ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.