୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ୍‌-ଟ୍ରମ୍ପ ଟକ୍କର

୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ୍‌-ଟ୍ରମ୍ପ ଟକ୍କର । ଏହା ପୂର୍ବରୁ ଆରମ୍ଭ ହୋଇ ସାରିଛି ପରସ୍ପରକୁ ନେଇ ବୟାନବାଜି । ଏକ ନିର୍ବାଚନୀ ରାଲିରେ ଟ୍ରମ୍ପ କହିଛନ୍ତି ବାଇଡେନ୍‌ଙ୍କ ଶାସନରେ ରାସ୍ତା ଭୁଲି ଯାଇଛି ଆମେରିକା । କେବଳ ସେତିକି ନୁହେଁ ପ୍ରତିଦ୍ୱନ୍ଦ୍ୱୀ ବାଇଡେନଙ୍କ ମଜାକ୍‌ ମଧ୍ୟ ଉଡାଇଛନ୍ତି ଟ୍ରମ୍ପ । ଷ୍ଟେଜ୍‌ ଉପରେ ଭୁଲି ଯିବାର ନାଟକ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଯାହାର ଭିଜୁଆଲ ବେଶ ଭାଇରାଲ ହେଉଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.