Below header

କରୋନା ରୋକିବା ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ, ଆଜି ରାତି ୧୨ଟାରୁ ବନ୍ଦ ହେବ ୫ଟି ପଡୋଶୀ ଦେଶ

ନୂଆଦିଲ୍ଲୀ : କରୋନା ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର । ଏହା ଭିତରେ କେନ୍ଦ୍ର ସରକାର ବିଦେଶରୁ ଆସୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ୫ଟି ପଡୋଶୀ ଦେଶ ସହ ସଂଯୋଗ କରୁଥିବା ବର୍ଡର ସିଲ୍‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭାରତ ସୀମାକୁ ଲାଗିଥିବା ନେପାଳ, ଭୂଟାନ, ବାଂଲାଦେଶ, ମିଆଁମାରକୁ ସଂଯୋଗ କରୁଥିବା ରାସ୍ତାକୁ ଆଜିଠାରୁ ବନ୍ଦ କରାଯାଇଛି । ସେହିପରି ପାକିସ୍ତାନ ସହ ସଂଯୋଗ କରୁଥିବା ସୀମାକୁ ଆଜି ରାତି ୧୨ଟାରୁ ବନ୍ଦ କରି ଦିଆଯିବ । ସେହିପରି ଆଜି ରାତିରୁ କରତାରପୁର ସାହିବ କରିଡୋରକୁ ମଧ୍ୟ ବନ୍ଦ କରି ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.