Below header

ମଧ୍ୟପ୍ରଦେଶରେ କଂଗ୍ରେସକୁ ସମର୍ଥନ ଦେବ ବିଏସ୍‌ପି : ମାୟାବତୀଙ୍କ ଘୋଷଣା

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ କଂଗ୍ରେସକୁ ସମର୍ଥନ ଦେବ ବିଏସ୍‌ପି। ବିଏସ୍‌ପି ମୁଖ୍ୟ ମାୟାବତୀ ଏନେଇ ଘୋଷଣା କରିଛନ୍ତି। ବିଜେପିକୁୁ କ୍ଷମତାରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମାୟାବତୀ କହିଛନ୍ତି। ରାଜସ୍ଥାନରେ ମଧ୍ୟ କଂଗ୍ରେସକୁ ସମର୍ଥନ ଦେବ ବିଏସ୍‌ପି। ରାଜସ୍ଥାନରେ ୬ ଓ ମଧ୍ୟପ୍ରଦେଶରେ ବିଏସ୍‌ପିକୁ ୨ଟି ଆସନ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.