ମାୟାବତୀଙ୍କ ବଡ଼ ନିଷ୍ପତ୍ତି, ପୁତୁରା ଆକାଶ ଆନନ୍ଦଙ୍କୁ ସମସ୍ତ ପଦରୁ ହଟାଇଲେ
ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀ ଅଲ ଇଣ୍ଡିଆ ପଦାଧିକାରୀଙ୍କ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ନିଜ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ପଦରୁ ହଟାଇ ଦେଇଛନ୍ତି । ତାଙ୍କ ବଦଳରେ ମାୟାବତୀ ଆନନ୍ଦ କୁମାରଙ୍କୁ ଜାତୀୟ ସଂଯୋଜକ ଦାୟିତ୍ୱ ଦେଇଛନ୍ତି । ଏହା ସହିତ…