Below header

ଚଳିତ ବଜେଟ୍‌ ଦେଶର ଲୋକଙ୍କ ଆଶା ଅନୁସାରେ ହେବ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ସଂସଦରେ କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କହିଲେ ଆମର ନୀତିକୁ ଲୋକେ ସମର୍ଥନ କରିଛନ୍ତି । ଯାହା ୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଫଳିତ ହୋଇଛି । ସେ ଜିଏସ୍‌ଟି ପାଇଁ ସ୍ୱର୍ଗତ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଚଳିତ ବଜେଟ୍‌ ଦେଶର ଲୋକଙ୍କ ଆଶାନୁରୂପ ହେବ ବୋଲି ସେ ନିଜ ବଜେଟ୍‌ ଭାଷଣରେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.