କରୋନା ସତର୍କତା : ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

କରୋନା ଏବେ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଥିବାବେଳେ ଆଇନ ଉଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ରାଜ୍ୟଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏବେ ଆସନ୍ତୁ ଜାଣିବା କଣ ରହିଛି ଦଣ୍ଡାବଳୀ।..

ଅମାନିଆ ହେଲେ କଡା କାର୍ଯ୍ୟାନୁଷ୍ଠାନ

ଆଇପିସି ଧାରା ୧୮୮:-

-ଆଇନ ନମାନିଲେ କାର୍ଯ୍ୟାନୁଷ୍ଠାନ

corona virus

ଆଇପିସି ୨୬୯:-

-ଜାଣିଶୁଣି ଭୂତାଣୁ ବିସ୍ତାର କଲେ କାର୍ଯ୍ୟାନୁଷ୍ଠାନ
-ଦୋଷୀ ସାବ୍ୟସ୍ତ ହେଲେ ୬ ମାସ ଜେଲ୍‌ ଓ ଜୋରିମାନା
-ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା

ଆଇପିସି ଧାରା ୨୭୦:-

-ଏଣେତେଣେ ବୁଲି ଭୂତାଣୁ ବିସ୍ତାର କଲେ ଦଣ୍ଡନୀୟ ଅପରାଧ
-ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ପୋଲିସ
-ଦୋଷୀ ସାବ୍ୟସ୍ତ ହେଲେ ୨ବର୍ଷ ଜେଲ୍‌ ଓ ଜୋରିମାନା

corona virus

ଆଇପିସି ଧାରା ୨୭୧:-

-ସଙ୍ଗରୋଧ ନିୟମ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ
-ଦୋଷୀ ସାବ୍ୟସ୍ତ ହେଲେ ୬ ମାସ ଜେଲ୍‌ ଓ ଜୋରିମାନା

ଆଇପିସି ଧାରା ୧୮୮: –

-ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.