Below header

ସିଆରପିଏଫ୍‌ କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସ୍‌ଙ୍କୁ ମୁକ୍ତି ପାଇଁ କାମ କରିଥିବା ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ସିଆରପିଏଫ୍‌ କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସ୍‌ଙ୍କୁ ମୁକ୍ତି ପାଇଁ କାମ କରିଥିବା ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା । ସମ୍ବର୍ଦ୍ଧିତ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।

ବାଘେଲ କହିଛନ୍ତି ଜଗଦଲପୁର ଗସ୍ତ ବେଳେ ପୁଅକୁ ସୁରକ୍ଷିତ ଫେରାଇ ଆଣିବାକୁ ରାକେଶ୍ୱରଙ୍କ ମା ତାଙ୍କୁ ଅନୁରୋଧ କରିଥିଲେ । ତାଙ୍କୁ ନିରାପଦରେ ଫେରାଇ ଆଣିଥିବାରୁ ଆମେ ଖୁସି । ଏଥିରେ ସାମ୍ବାଦିକଙ୍କ ଭୂମିକାକୁ ସେ ତାରିଫ କରିଛନ୍ତି । ଏପ୍ରିଲ ୮ରେ ରାକେଶ୍ୱରଙ୍କୁ ମୁକ୍ତ କରିଥିଲେ ମାଓବାଦୀ। ତାଙ୍କୁ ମୁକ୍ତି କରିବା ପାଇଁ ଏକ ଟିମ୍‌ ଆସୁଥିବା ଏହା ପୂର୍ବଦିନ ସେ ଜାଣିବାକୁ ପାଇଥିଲେ ବୋଲି ରାକେଶ୍ୱର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.