Below header

ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ମା’ଙ୍କ ଦର୍ଶନ କରିପାରିବେନି ଭକ୍ତ ଓ ଶ୍ରଦ୍ଧାଳୁ: ଦୁଇ ପୂଜକ ପଜିଟିଭ୍‌ ଚିହ୍ନଟ

ବ୍ରହ୍ମପୁର : ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ମା’ଙ୍କ ଦର୍ଶନ କରିପାରିବେନି ଭକ୍ତ ଓ ଶ୍ରଦ୍ଧାଳୁ । ଠାକୁରାଣୀ ଯାତ୍ରାର ଦୁଇ ପୂଜକ ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

ଦେଶୀ ବେହେରା ସାହି ବାସିନ୍ଦା କେବଳ ସାହିରେ ଚଳପ୍ରଚଳ କରିପାରିବେ । ତାରାତାରିଣୀ ପୀଠରେ ମଧ୍ୟ ବାହାରର ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମା’ଙ୍କ ଦର୍ଶନ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.