ସଂକ୍ରମଣ ରୋକିବାକୁ ନୂଆ ଗାଇଡଲାଇନ୍ ଜାରି କଲେ ମଧ୍ୟପ୍ରଦେଶ ସରକାର

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ରୋକିବାକୁ ନୂତନ ଗାଇଡଲାଇନ ଜାରି କରିଛନ୍ତି ମଧ୍ୟପ୍ରଦେଶ ସରକାର । ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶକୁ ଆସୁଥିବା ଲୋକଙ୍କୁ ସାତ ଦିନ ପାଇଁ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୋକାନଗୁଡିକର ଶେଲ୍ ତିଆରି କରି ସାମାଜିକ ଦୂରତା ଅନୁସରଣ କରିବାକୁ କହିଛନ୍ତି ମଧ୍ୟପ୍ରଦେଶ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.