Below header

ଆଜିର ଦିନ ଡିସେମ୍ବର ୯, ଜାଣନ୍ତୁ ବିଶ୍ୱରେ କଣ ଘଟିଥିଲା ଏଇ ଦିବସରେ

୧-ଆଜି ସୋନିଆ ଗାନ୍ଧିଙ୍କ ଜନ୍ମ ଦିନ । ସେ ୧୯୪୬ ମସିହାରେ ଜନ୍ମ ହୋଇଥିଲେ ।

୨-ବଲିଉଡ୍‌ ଅଭିନେତା ତଥା ନେତା ଶତ୍ରୁଘ୍ନ ସିହ୍ନାଙ୍କର ମଧ୍ୟ ଆଜି ହେଉଛି ଜନ୍ମ ଦିବସ । ସେ ୧୯୪୫ ମସିହାରେ ଜନ୍ମ ହୋଇଥିଲେ ।

SONIA AND SHATRU୩-୨୦୧୨ରେ ମେକ୍ସିକୋରେ ବିମାନ ଦୁର୍ଘଟଣା ଘଟି ୭ ଜଣଙ୍କର ମୃତ୍ୟୁ ।

୪-୨୦୧୯ରେ ନ୍ୟୁଜିଲାଣ୍ଡର ହ୍ଵାଇଟ୍‌ ଦ୍ୱୀପରେ ଆଗ୍ନେୟଗିରି ଉଦଗୀରଣ ଯୋଗୁଁ ୧୮ ଜଣଙ୍କର ମୃତ୍ୟୁ ।

୫-୧୮୬୮ରେ ପ୍ରଥମ ଟ୍ରାଫିକ୍‌ ଲାଇଟ୍‌ ଲାଗିଲା ଲଣ୍ଡନର େଓ୍ଵଷ୍ଟମିନିଷ୍ଟର ପ୍ୟାଲେସ୍‌ରେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.