Below header

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ, ଦିଲ୍ଲୀରେ ହିଂସା ନେଇ ହେଲା ଆଲୋଚନା

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ । ଦିଲ୍ଲୀ ହିଂସାର ସପ୍ତାହ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଂସଦରେ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରଓ୍ଵାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ପରେ ଏହା କେଜରିଓ୍ଵାଲଙ୍କ ମୋଦିଙ୍କ ସହ ପ୍ରଥମ ସାକ୍ଷାତ । ଦିଲ୍ଲୀରେ ହିଂସା ପରବର୍ତ୍ତୀ ପୁନଃ ଥଇଥାନ ଉପରେ ଉଭୟ ଆଲୋଚନା କରିଥିଲେ । ସେହିପରି କରୋନା ଭାଇରସର ପ୍ରତିରୋଧ ଉପରେ ମୋଦି-କେଜି୍ର କଥାବାର୍ତ୍ତା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.