Below header

ମଣିପୁର ଓ ରାଜସ୍ଥାନରେ ଭୂକମ୍ପ: ୧୫ ମିନିଟରେ ୩ଥର ଝଟ୍‌କା !

୧୫ ମିନିଟରେ ୩ଥର ଭୂକମ୍ପ । ସକାଳୁ ୨ଟି ରାଜ୍ୟରେ ମୃଦୁ ଭୂକମ୍ପ ଅନୁଭୂତ । ମଣିପୁର ଓ ରାଜସ୍ଥାନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ରାଜସ୍ଥାନରେ ଗୋଟିଏ ଘଣ୍ଟା ମଧ୍ୟରେ ୩ ଥର ଭୂକମ୍ପ ହୋଇଛି ।

କେନ୍ୟୁଜ୍(ବ୍ୟୁରୋ): ୧୫ ମିନିଟରେ ୩ଥର ଭୂକମ୍ପ । ସକାଳୁ ୨ଟି ରାଜ୍ୟରେ ମୃଦୁ ଭୂକମ୍ପ ଅନୁଭୂତ । ମଣିପୁର ଓ ରାଜସ୍ଥାନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ରାଜସ୍ଥାନରେ ଗୋଟିଏ ଘଣ୍ଟା ମଧ୍ୟରେ ୩ ଥର ଭୂକମ୍ପ ହୋଇଛି ।

ଜୟପୁର ଓ ମଣିପୁରରେ ୩.୪ ତୀବ୍ରତାର ଭୂକମ୍ପ ଅନୁଭୂତ । ରାଜସ୍ଥାନରେ ୪.୪ ତୀବ୍ରତରା ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଭୂକମ୍ପର କେନ୍ଦ୍ରସ୍ଥଳୀ ରହିଛି ଜୟପୁର । ଭୂକମ୍ପ ପରେ ଭୟରେ ଲୋକ ଘରୁ ବାହାରକୁ ବାହରି ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.