Below header

ଥରିଲା ନର୍ଥଇଷ୍ଟ : ମଣିପୁରରେ ୫.୨ ମ୍ୟାଗ୍ନିଚ୍ୟୁଡ଼ ତୀବ୍ରତାର ଭୂମିକମ୍ପ

ଗୁରୁବାର ଅର୍ଥାତ୍ ଆଜି ଦ୍ବିପହର ସମୟରେ ନର୍ଥଇଷ୍ଟର ବିଭିନ୍ନ ରାଜ୍ୟରେ ଭୂମିକମ୍ପ ଅନୁଭୂତ ହୋଇଛି। ମଣିପୁର ଏବଂ ପଡ଼ୋଶୀ ସୁବୋଂରେ ପ୍ରାୟ ୧ଟା ୧୫ ମିନିଟ ସମୟରେ ଭୂକିମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟରସ୍କେଲରେ ଏହାର ତୀବ୍ରତା ୫.୨ ମ୍ୟାଗ୍ନିଚ୍ୟୁଡ଼ ଥିବା ଜଣାପଡିଛି। ତେବେ ମଣିପୁର ଛଡ଼ା ଏହାକୁ ଆସାମ ଏବଂ ନାଗାଲାଣ୍ଡର ଲୋକ ମଧ୍ୟ ଅନୁଭୂତ କରିଛନ୍ତି। ଏଥିରେ କିଛି କ୍ଷତି ହେବାର ବର୍ତ୍ତମାନ ପର‌୍ୟ୍ୟନ୍ତ କୌଣସି ସୂଚନା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.