Below header
Browsing Tag

earthquakes

ତାଇୱାନରେ ଭୂକମ୍ପର ଉଗ୍ର ରୂପ, ପୂର୍ବରୁ ଏଭଳି ଝଟକା କେବେବି ଅନୁଭବ କରିନଥିବା କହିଲେ ସ୍ଥାନୀୟ ଲୋକେ

ତାଇୱାନ: ଏମିତି ଭୂକମ୍ପ ଝଟକା କେବେ ବି ଦେଖିନଥିଲି । ଯାହା ଥମିବାର ନା ହିଁ ନେଉନଥିଲା । ପ୍ରଥମ ଥର ପାଇଁ ଭୂକମ୍ପ ସମୟରେ ବହୁତ ଡର ଲାଗିଲା । କଣ ହେବ ପରିସ୍ଥିତି ବୁଝାପଡୁନଥିଲା । ପୂର୍ବରୁ ଏଭଳି ଝଟକାତାପୁଣି ବାରମ୍ବାର..କେବେବି ଅନୁଭବ କରିନଥିଲି । ଯାହା ମୋ ନିଦ ହଜାଇ ଦେଇଛି । ମୁଁ…

ଆଣ୍ଡମାନ ଓ ନିକୋବର ଆଇସଲାଣ୍ଡରେ ଲାଗ ଲାଗ ୩ଟି ଭୂକମ୍ପ, ସାନ୍ଦ୍ରତା ୫.୪,୫.୫ ଓ ୫.୬

ପୋର୍ଟବ୍ଲେୟାର : ଆଣ୍ଡମାନ-ନିକୋବର ଆଇସଲାଣ୍ଡରେ ରବିବାର ଲାଗ ଲାଗ ଦୁଇଟି ଭୂକମ୍ପ ଅନୂଭୁତ ହୋଇଛି । ଆଜି ଦିନ ୧ଟା ୧୬ ରେ ଆଣ୍ଡମାନ ଓ ନିକୋବର ଆାଇସଲାଣ୍ଡର ପର୍କା ଠାରୁ ୧୩୩ କିଲୋମିଟର ଦୂରରେ ରିକ୍ଟର ସ୍କେଲରେ ୫.୪ ସାନ୍ଦ୍ରତାର ଏକ ଭୂକମ୍ପ ଅନୂଭୁତ ହୋଇଥିଲା । ପରେ ୪ଟା ୦୧ ଓ ୫ଟା ୪୭…

ଆଫଗାନିସ୍ତାନ ଓ ତାଜିକିସ୍ତାନରେ ଭୂକମ୍ପ ଝଟ୍‌କା, ମଧ୍ୟରାତ୍ରିରେ ଥରିଲା ମଣିପୁରର ନୋନି

କେନ୍ୟୁଜ୍(ବ୍ୟୁରୋ): ଆଫଗାନିସ୍ତାନ ଓ ତାଜିକିସ୍ତାନରେ ଭୂକମ୍ପ ଝଟ୍‌କା । ଆଫଗାନିସ୍ତାନରେ ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୪.୧ ଥିବା ବେଳେ ତାଜିକିସ୍ତାନରେ ଭୂକମ୍ପ ତୀବ୍ରତା ୪.୩ ରେକର୍ଡ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁସାରେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି…

ତୁର୍କୀ ଓ ସିରିଆରେ ଭୂକମ୍ପ: ୨୦୦୦୦ ଛୁଇଁଲା ମୃତ୍ୟୁସଂଖ୍ୟା, ୩ଦିନ ପରେ ବି ଧ୍ୱଂସସ୍ତୁପ ତଳୁ ଖୋଜାଚାଲିଛି ଜୀବନ

ନୂଆଦିଲ୍ଲୀ : ୨୦ ହଜାର ଟପିଲା ଭୂକମ୍ପ ମୃତ୍ୟୁ । ଭୂମିକମ୍ପ ବଦଳାଇ ଦେଇଛି ତୁର୍କୀର ଭୌଗୋଳିକ ମାନଚିତ୍ର। ମୃତ୍ୟୁସଂଖ୍ୟା ବଢୁଛି । ତୁର୍କୀ ଓ ସିରିଆରେ ବର୍ତ୍ତମାନ ସୁଦ୍ଧା ୨୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି । ତୁର୍କୀରେ ମୃତ୍ୟୁସଂଖ୍ୟା ୧୭ହଜାର ୪୦୬କୁ ବୃଦ୍ଧି ପାଇଛି । ସିରିଆରେ…

ତୁର୍କୀରେ ଭୂକମ୍ପର ତାଣ୍ଡବ: ବଢୁଛି ମୃତ୍ୟୁସଂଖ୍ୟା, ବର୍ତ୍ତମାନ ସୁଦ୍ଧା ୮୦୦୦ ଲୋକଙ୍କର ଗଲାଣି ଜୀବନ

ନୂଆଦିଲ୍ଲୀ : ତୁର୍କୀରେ ବିନାଶର ବିକଳ ଚିତ୍ର । ବଡ଼ ଦୁଃଖ ଦେଇଗଲା ଭୂକମ୍ପ । ମୃତ୍ୟୁସଂଖ୍ୟା ବଢୁଛି । ତୁର୍କୀ ଓ ସିରିଆରେ ବର୍ତ୍ତମାନ ସୁଦ୍ଧା ୮ ହଜାର ଲୋକଙ୍କ ମୃତ୍ୟୁ ହେଲାଣି । କେବଳ ତୁର୍କୀରେ ୫ହଜାର ୮୯୪ ଜଣଙ୍କର ଜୀବନ ଯାଇଛି । ସିରିଆରେ ଏହି ସଂଖ୍ୟା ୧ହଜାର ୯୩୨ । ଆଗକୁ…

ଝାଡ଼ଖଣ୍ଡ ଓ କର୍ଣ୍ଣାଟକରେ ମୃଦୁ ଭୂମିକମ୍ପ ଅନୁଭୂତ, ଆତଙ୍କିତ ସ୍ଥାନୀୟ ଲୋକେ

ନୂଆଦିଲ୍ଲୀ: ଆଜି ସକାଳେ ଦୁଇ ଦୁଇଟି ସ୍ଥାନରେ ମୃଦୁ ଭୂମିକମ୍ପ। ଝାଡ଼ଖଣ୍ଡର ଜାମସେଦପୁର ଏବଂ କର୍ଣ୍ଣାଟକର ହାମ୍ପିରେ  ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ପାଖାପାଖି ୬ଟା ୫୫ମିନଟ୍ ରେ ଜାମସେଦପୁରରେ ୪.୭ ତୀବ୍ରତାର ଭୂମିକମ୍ପ ହୋଇଥିବା ନେଇ ନ୍ୟାସ୍‌ନାଲ୍ ସେଣ୍ଟର୍‌ ଫର୍…

ଥରିଲା ନର୍ଥଇଷ୍ଟ : ମଣିପୁରରେ ୫.୨ ମ୍ୟାଗ୍ନିଚ୍ୟୁଡ଼ ତୀବ୍ରତାର ଭୂମିକମ୍ପ

ଗୁରୁବାର ଅର୍ଥାତ୍ ଆଜି ଦ୍ବିପହର ସମୟରେ ନର୍ଥଇଷ୍ଟର ବିଭିନ୍ନ ରାଜ୍ୟରେ ଭୂମିକମ୍ପ ଅନୁଭୂତ ହୋଇଛି। ମଣିପୁର ଏବଂ ପଡ଼ୋଶୀ ସୁବୋଂରେ ପ୍ରାୟ ୧ଟା ୧୫ ମିନିଟ ସମୟରେ ଭୂକିମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟରସ୍କେଲରେ ଏହାର ତୀବ୍ରତା ୫.୨ ମ୍ୟାଗ୍ନିଚ୍ୟୁଡ଼ ଥିବା ଜଣାପଡିଛି। ତେବେ ମଣିପୁର ଛଡ଼ା…

ଆଣ୍ଟାର୍କଟିକାରେ ଭୂମିକମ୍ପ : ରିକ୍ଟର ସ୍କେଲ ୭.୫, ଜାଣନ୍ତୁ କଣ ହୋଇପାରେ ପରିଣାମ

ଆଣ୍ଟାର୍କଟିକା : ଆଜି ସକାଳେ ଆଣ୍ଟାର୍କଟିକାରେ ଏକ ଜୋରଦାର ଭୂମିକମ୍ପ ଅନୁଭବ ହୋଇଛି। ଆମେରିକାର ଜ୍ୟାଲାଁଜିକଲ ସର୍ଭେ ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୫ ରହିଥିଲା। ତେବେ ବର୍ତ୍ତମାନ ପର‌୍ୟ୍ୟନ୍ତ ଏହି ଭୂମିକମ୍ପରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।…