Below header

ଆଣ୍ଡମାନ ଓ ନିକୋବର ଆଇସଲାଣ୍ଡରେ ଲାଗ ଲାଗ ୩ଟି ଭୂକମ୍ପ, ସାନ୍ଦ୍ରତା ୫.୪,୫.୫ ଓ ୫.୬

ଆଣ୍ଡମାନ-ନିକୋବର ଆଇସଲାଣ୍ଡରେ ରବିବାର ଲାଗ ଲାଗ ଦୁଇଟି ଭୂକମ୍ପ ଅନୂଭୁତ ହୋଇଛି । ଆଜି ଦିନ ୧ଟା ୧୬ ରେ ଆଣ୍ଡମାନ ଓ ନିକୋବର ଆାଇସଲାଣ୍ଡର ପର୍କା ଠାରୁ ୧୩୩ କିଲୋମିଟର ଦୂରରେ ରିକ୍ଟର ସ୍କେଲରେ ୫.୪ ସାନ୍ଦ୍ରତାର ଏକ ଭୂକମ୍ପ ଅନୂଭୁତ ହୋଇଥିଲା ।

ପୋର୍ଟବ୍ଲେୟାର : ଆଣ୍ଡମାନ-ନିକୋବର ଆଇସଲାଣ୍ଡରେ ରବିବାର ଲାଗ ଲାଗ ଦୁଇଟି ଭୂକମ୍ପ ଅନୂଭୁତ ହୋଇଛି । ଆଜି ଦିନ ୧ଟା ୧୬ ରେ ଆଣ୍ଡମାନ ଓ ନିକୋବର ଆାଇସଲାଣ୍ଡର ପର୍କା ଠାରୁ ୧୩୩ କିଲୋମିଟର ଦୂରରେ ରିକ୍ଟର ସ୍କେଲରେ ୫.୪ ସାନ୍ଦ୍ରତାର ଏକ ଭୂକମ୍ପ ଅନୂଭୁତ ହୋଇଥିଲା ।

ପରେ ୪ଟା ୦୧ ଓ ୫ଟା ୪୭ ରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଥିଲା । ଉଭୟର ଦୂରତା ପର୍କା ଠାରୁ ଯଥାକ୍ରମେ ୧୨୮ ଓ ୧୨୯ କିଲୋମିଟର ଥିବା ବେଳେ ଏହାର ସାନ୍ଦ୍ରତା ରିକ୍ଟର ସ୍କେଲରେ ଯଥାକ୍ରମେ ୫.୫ ଓ ୫.୬ ଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.