ଆଫଗାନିସ୍ତାନ ଓ ତାଜିକିସ୍ତାନରେ ଭୂକମ୍ପ ଝଟ୍କା, ମଧ୍ୟରାତ୍ରିରେ ଥରିଲା ମଣିପୁରର ନୋନି
ଆଫଗାନିସ୍ତାନ ଓ ତାଜିକିସ୍ତାନରେ ଭୂକମ୍ପ ଝଟ୍କା । ଆଫଗାନିସ୍ତାନରେ ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୪.୧ ଥିବା ବେଳେ ତାଜିକିସ୍ତାନରେ ଭୂକମ୍ପ ତୀବ୍ରତା ୪.୩ ରେକର୍ଡ ହୋଇଛି ।

କେନ୍ୟୁଜ୍(ବ୍ୟୁରୋ): ଆଫଗାନିସ୍ତାନ ଓ ତାଜିକିସ୍ତାନରେ ଭୂକମ୍ପ ଝଟ୍କା । ଆଫଗାନିସ୍ତାନରେ ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୪.୧ ଥିବା ବେଳେ ତାଜିକିସ୍ତାନରେ ଭୂକମ୍ପ ତୀବ୍ରତା ୪.୩ ରେକର୍ଡ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁସାରେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି । ଏପଟେ ମଧ୍ୟରାତ୍ରିରେ ମଣିପୁରର ନୋନିରେ ୩.୨ର ଭୂକମ୍ପ ଝଟ୍କା ଅନୂଭୁତ ହୋଇଥିଲା ।