ଫାଇଜରର ପାକ୍ସଲୋଭିଡ୍‌ ବଟିକାକୁ ମିଳିଲା ଅନୁମତି, ୧୨ ବର୍ଷରୁ ଅଧିକ ଓ ୪୦ କେଜିରୁ ଅଧିକ ବ୍ୟକ୍ତି ଖାଇ ପାରିବେ

କୋଭିଡ ବଟିକାକୁ FDAର ଅନୁମତି । ଆମେରିକାର FDA କୋଭିଡ ବଟିକାକୁ ଦେଲା ଅନୁମତି । ଫାଇଜରର ପାକ୍ସଲୋଭିଡ୍‌ ବଟିକାକୁ ମିଳିଲା ଅନୁମତି । ପୂର୍ବରୁ ବ୍ରିଟେନ ମୋଲନୁପିରାଭିର୍‌ ବଟିକାକୁ ଦେଇଥିଲା ଅନୁମତି ।

ଫାଇଜରର ପାକ୍ସଲୋଭିଡ୍‌ ୧୨ ବର୍ଷରୁ ଅଧିକ ଓ ୪୦ କେଜିରୁ ଅଧିକ ବ୍ୟକ୍ତି ଖାଇ ପାରିବେ । ମେଡିକାଲରେ ଭର୍ତ୍ତି ହେବା ପରି ଅବସ୍ଥା ଆସିବା ପୂର୍ବରୁ କରୋନା ଟେଷ୍ଟ କରି ଜଣେ ଘରେ ରହି ଏହି ବଟିକା ସେବନ କରିପାରିବେ। ଏନେଇ ଡାକ୍ତରଙ୍କ ପରାମର୍ଶ ନେବା ମଧ୍ୟ ଆବଶ୍ୟକ। କରୋନା ଚିହ୍ନଟ ହେବାର ପାଞ୍ଚ ଦିନ ମଧ୍ୟରେ ଏହି ବଟିକା ନେବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.