Below header

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନାଙ୍କ ଦେହାନ୍ତ

ଦିଲ୍ଲୀ(କେନ୍ଯୁଜ୍) : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ରାଜ୍ୟପାଳ ମଦନଲାଲ ଖୁରାନାଙ୍କ ଦେହାନ୍ତ । ଗତକାଲି ରାତିରେ ତାଙ୍କର ୮୨ ବର୍ଷ ବୟସରରେ ପରଲୋକ ହୋଇଛି । ଦିଲ୍ଲୀର କିର୍ତ୍ତୀନଗର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ୧୯୯୩ରୁ ୧୯୯୬ ପର୍ଯ୍ଯନ୍ତ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ । ୨୦୦୧ ମସିହାରେ ସେ ରାଜସ୍ଥାନର ରାଜ୍ୟପାଳ ହୋଇଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ସରକାର ଯିବା ପରେ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.