Below header

ଜୁନ୍‌ ୧ରୁ ଚାଲିବ ୨୦୦ ନନ୍‌ ଏସି ଟ୍ରେନ୍‌, ଘୋଷଣା କଲେ ରେଳବାଇ ମନ୍ତ୍ରୀ

ନୂଆଦିଲ୍ଲୀ : ଭାରତୀୟ ରେଳ ବିଭାଗ ଜୁନ୍‌ ୧ ତାରିଖରୁ ୨୦୦ ଟି ନନ୍‌ ଏସି ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନେଇଥିବା ରେଳ ମନ୍ତ୍ରୀ ପୀୟୁସ୍‌ ଗୋଏଲ ଆଜି ପ୍ରକାଶ କରିଛନ୍ତି । ୪ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମାପ୍ତିର ଠିକ୍‌ ପରଦିନ ଠାରୁ ଟ୍ରେନ୍‌ ଚାଲିବ ।

କେବଳ ନନ୍‌ ଏସି ଟ୍ରେନ୍‌ ଚାଲିବ । ଏହାର ଟିକେଟ୍‌ ଅନ୍‌ଲାଇନରେ ମିଳିବ । ଏଥିରେ ସବୁ ବର୍ଗର ଲୋକ ଯାଇ ପାରିବେ । ତେବେ ପୂର୍ବ ଭଳି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ୍‌ ଟ୍ଵିଟର ଜରିଆରେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.