Below header

IIMCକୁ ଡିମ୍‌ଡ ୟୁନିଭର୍ସିଟି ମାନ୍ୟତା

ଗଣମାଧ୍ୟମର ଅଗ୍ରଣୀ ଶିକ୍ଷାନୁଷ୍ଠାନIIMCକୁ ଡିମ୍‌ଡ ୟୁନିଭର୍ସିଟି ମାନ୍ୟତା । ଶିକ୍ଷା ମନ୍ତ୍ରାଳୟ ଦ୍ୱାରାIIMCକୁୁ ମିଳିଲା ଡିମ୍‌ଡ ୟୁନିଭର୍ସିଟି ମାନ୍ୟତା

ନୂଆଦିଲ୍ଳୀ (କେନ୍ୟୁଜ) : ଗଣମାଧ୍ୟମର ଅଗ୍ରଣୀ ଶିକ୍ଷାନୁଷ୍ଠାନIIMCକୁ ଡିମ୍‌ଡ ୟୁନିଭର୍ସିଟି ମାନ୍ୟତା । ଶିକ୍ଷା ମନ୍ତ୍ରାଳୟ ଦ୍ୱାରାIIMCକୁୁ ମିଳିଲା ଡିମ୍‌ଡ ୟୁନିଭର୍ସିଟି ମାନ୍ୟତା ।IIMC ଦିଲ୍ଲୀ ସହ ଏହାର ୫ ଆଞ୍ଚଳିକ କ୍ୟାମ୍ପସକୁ ମାନ୍ୟତା ଦିଆଯାଇଛି ।IIMCର ୫ ଆଞ୍ଚଳିକ କ୍ୟାମ୍ପସ ମଧ୍ୟରେ ଅଛି ଓଡିଶାର ଢ଼େଙ୍କାନାଳ । IIMCରେ ଏଣିକି ଡିଗ୍ରୀ ଓ ପିଏଚିଡି ପାଠ୍ୟକ୍ରମ ଉପଲବ୍ଧ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.