Below header

ପାକିସ୍ତାନରରେ ଭୋଟ ଗଣତି ଜାରି: ପ୍ରାରମ୍ଭିକ ଟ୍ରେଣ୍ଡରେ ଇମ୍ରାନଙ୍କ ଦଳ ଆଗୁଆ

  ନିର୍ବାଚନ ପରେ ପାକିସ୍ତାନରରେ ଭୋଟ ଗଣତି ଜାରି । ପ୍ରାରମ୍ଭିକ ଟ୍ରେଣ୍ଡରେ ଇମ୍ରାନଙ୍କ ଦଳ ଆଗୁଆ ଅଛି । ବର୍ତ୍ତମାନ ସୁଦ୍ଧା ୨୩ଟି ଆସନର ରେଜଲ୍ଟ ଆସିଛି । ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ-ଇ-ଇନସାଫ ବା PTI ୧୦ଟି ଆସନରେ ବିଜୟୀ ହୋଇଛି ।

ପାକିସ୍ତାନ:  ନିର୍ବାଚନ ପରେ ପାକିସ୍ତାନରରେ ଭୋଟ ଗଣତି ଜାରି । ପ୍ରାରମ୍ଭିକ ଟ୍ରେଣ୍ଡରେ ଇମ୍ରାନଙ୍କ ଦଳ ଆଗୁଆ ଅଛି । ବର୍ତ୍ତମାନ ସୁଦ୍ଧା ୨୩ଟି ଆସନର ରେଜଲ୍ଟ ଆସିଛି । ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ-ଇ-ଇନସାଫ ବା PTI ୧୦ଟି ଆସନରେ ବିଜୟୀ ହୋଇଛି ।

ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ପାକିସ୍ତାନ ମୁସଲିମ ଲିଗ୍- ନୱାଜ ବା PMLN ୮ଟି ସିଟରେ ବାଜି ମାରିଛି । ବିଲାୱଲ ଭୁଟ୍ଟୋଙ୍କ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି ବା PPP ୫ଟି ଆସନରେ ଜିତିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ସେହୱାଜ ସରିଫ ନିର୍ବାଚନ ଜିତିଛନ୍ତି । ଆଜି ଅପରାହ୍ନ ସୁଦ୍ଧା ସମସ୍ତ ଆସନର ଫଳାଫଳ ଘୋଷଣା ହେବ। ନ୍ୟାସନାଲ ଆସେମ୍ବ୍ଲି ର ୩୪୨ ଆସନରୁ ୨୬୫ ଆସନରେ ମତଦାନ ହୋଇଛି । ସରକାର ଗଢିବାକୁ ୧୩୩ ସିଟ ଆବଶ୍ୟକ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.