ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗରେ ସ୍ୱାସ୍ଥ୍ୟ ବିଭାଗ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ

କଟକ ବଜ୍ରକବାଟି ରୋଡ଼ ଫ୍ରେଣ୍ଡସ କଲୋନୀ ଅଂଚଳର ଏକ ଘରୋଇ କ୍ଲିନିକରେ ରେଡ । ଅଲଟ୍ରାସାଉଣ୍ଡ ମେସିନ ସମେତ ଅନ୍ୟାନ୍ୟ ମେସିନ ଓ ଯନ୍ତ୍ରାଂଶ ଜବତ ହୋଇଛି  ଘଟଣାରେ ଜଣେ ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।

କଟକ(କେନ୍ୟୁଜ) : ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗରେ ସ୍ୱାସ୍ଥ୍ୟ ବିଭାଗ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ । କଟକ ବଜ୍ରକବାଟି ରୋଡ଼ ଫ୍ରେଣ୍ଡସ କଲୋନୀ ଅଂଚଳର ଏକ ଘରୋଇ କ୍ଲିନିକରେ ରେଡ । ଅଲଟ୍ରାସାଉଣ୍ଡ ମେସିନ ସମେତ ଅନ୍ୟାନ୍ୟ ମେସିନ ଓ ଯନ୍ତ୍ରାଂଶ ଜବତ ହୋଇଛି  ଘଟଣାରେ ଜଣେ ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।

ଚଢଉରେ କଟକ ସଦର ଉପଜିଲ୍ଲାପାଳ କମଳଜିତ ଦାସଙ୍କ ସମେତ ସ୍ଥାନୀୟ ପୋଲିସ ସହାୟତାରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଟିମ ସାମିଲ ଅଛି । ଏନଫୋର୍ସମେଣ୍ଟ ଟିମ ସ୍କାନରରେ ପୂର୍ବରୁ ଥିଲେ ସମ୍ପୃକ୍ତ ଡାକ୍ତର । କିଛି ମାସ ତଳେ କଟକ ବାଦାମବାଡ଼ି ରକ୍ସି ଲେନ ଅଞ୍ଚଳରେ ମଧ୍ୟ ଚଢ଼ାଉ ହୋଇଥିଲା ।

Leave A Reply

Your email address will not be published.