Below header

ଦେଶରେ ୨୪ ଘଣ୍ଟାରେ ୫୪ ହଜାର ୬୯ ନୂଆ ଆକ୍ରାନ୍ତ ଚିହ୍ନଟ, ୧୩୨୧ ଜଣଙ୍କ ଜୀବନ ନେଇଛି ଭାଇରସ

ନୂଆଦିଲ୍ଲୀ(କେ ନ୍ୟୁଜ): ଦେଶରେ ୨୪ ଘଣ୍ଟାରେ ୫୪ ହଜାର ୬୯ ଆକ୍ରାନ୍ତ ଚିହ୍ନଟ । ଆଉ ୧ ହଜାର ୩୨୧ ଲୋକଙ୍କ ଜୀବନ ନେଇଛି ଭାଇରସ୍‌ । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩ଲକ୍ଷ ୯୧ ହଜାର ୯୮୧ରେ ପହଂଚିଛି। ମୋଟ ୩ କୋଟି ୮୨ ହଜାର ୭୭୮ରେ ପହଂଚିଛି ସଂକ୍ରମିତଙ୍କ ସଂଖ୍ୟା। ସେହିପରି ଦେଶରେ ଦିନକରେ ସୁସ୍ଥ ହୋଇଛନ୍ତି ୬୮ ହଜାର ୮୮୫ । ମୋଟ ସୁସ୍ଥ ହେଲେଣି ୨କୋଟି ୯୦ ଲକ୍ଷ ୬୩ ହଜାର ୭୪୦ ଆକ୍ରାନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.