Browsing Tag

corona update india

ଦୀର୍ଘ ୪ ମାସ ପରେ ଦେଶରେ ସର୍ବନିମ୍ନ ସଂକ୍ରମିତ, ଗତ ୨୪ ଘଣ୍ଟାରେ ୩୧ ହଜାର ୪୪୩ ନୂଆ କେଶ

 ଭୁବନେଶ୍ୱର(କେ ନ୍ୟୁଜ): ଦେଶରେ କରୋନାର ଦ୍ଵିତୀୟ ଲହରର ପ୍ରଭାବ କିଛିଟା କମି କମି ଚାଲିଥିବା ବେଳେ କିନ୍ତୁ ମୃତ୍ୟୁ ସଂଖ୍ୟାରେ ସେମିତି କିଛି ବଡ଼ ପରିବର୍ତ୍ତନ ଲକ୍ଷ କରାଯାଇନାହିଁ । ଗତ ୨୪ ଘଣ୍ଟା ଭିତରେ ୨ହଜାର ୨୦ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ସେପଟେ ୧୧୮ ଦିନ ପରେ ଦେଶରେ ସର୍ବନିମ୍ନ…

ଦେଶରେ ୨୪ ଘଣ୍ଟାରେ ୫୪ ହଜାର ୬୯ ନୂଆ ଆକ୍ରାନ୍ତ ଚିହ୍ନଟ, ୧୩୨୧ ଜଣଙ୍କ ଜୀବନ ନେଇଛି ଭାଇରସ

ନୂଆଦିଲ୍ଲୀ(କେ ନ୍ୟୁଜ): ଦେଶରେ ୨୪ ଘଣ୍ଟାରେ ୫୪ ହଜାର ୬୯ ଆକ୍ରାନ୍ତ ଚିହ୍ନଟ । ଆଉ ୧ ହଜାର ୩୨୧ ଲୋକଙ୍କ ଜୀବନ ନେଇଛି ଭାଇରସ୍‌ । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩ଲକ୍ଷ ୯୧ ହଜାର ୯୮୧ରେ ପହଂଚିଛି। ମୋଟ ୩ କୋଟି ୮୨ ହଜାର ୭୭୮ରେ ପହଂଚିଛି ସଂକ୍ରମିତଙ୍କ ସଂଖ୍ୟା। ସେହିପରି ଦେଶରେ…

ଦେଶରେ ଦୁଇ ହଜାର ତଳକୁ ଖସିଲା ଦୈନିକ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ(କେ ନ୍ୟୁଜ):  କମୁଛି କରୋନା ଗ୍ରାଫ । ୨ହଜାର ତଳକୁ ଖସିଲା ମୃତ୍ୟୁ ସଂଖ୍ୟା। ଦେଶରେ ୨୪ ଘଣ୍ଟାରେ କରୋନାରେ ମୃତ୍ୟୁବରଣ କରିଛନ୍ତି ୧ହଜାର ୬୪୭ । ଦିନକରେ ସଂକ୍ରମିତ ହୋଇଛନ୍ତି ୬୦ହଜାର ୭୫୩ । ଆଜିର ସଂକ୍ରମିତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୮ ଲକ୍ଷ ୨୩ ହଜାର…

ପ୍ରଥମ ଥର ପାଇଁ ରେକର୍ଡ ଭାଙ୍ଗିଲା କରୋନା, ଗୋଟିଏ ଦିନରେ ଟପିଲା ୨ ଲକ୍ଷ

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଅସମ୍ଭାଳ। ଦେଶରେ ୨ଲକ୍ଷ ଟପିଲା ଦୈନିକ ସଂକ୍ରମଣ। ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ସଂକ୍ରମଣ। ବଢୁଛି ଆକ୍ରାନ୍ତ ସଂଖ୍ୟା ଏବଂ ବଢୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ଭାରତରେ ୨ଲକ୍ଷ ୭୩୯ ଜଣ ପଜିଟିଭ ବାହାରିଛନ୍ତି । ୧୦୩୮ ଜଣଙ୍କ କରୋନାରେ ଜୀବନ…

୨୪ ଘଣ୍ଟାରେ ୭୨ ହଜାର ପାର କଲା କରୋନା ପଜିଟିଭ୍‌, ପଢ଼ନ୍ତୁ ଦେଶର କରୋନା ଅପଡେଟ

ନୂଆଦିଲ୍ଲୀ : ହୁ ହୁ ହୋଇ ବଢ଼ିଚାଲିଛି ସଂକ୍ରମଣ ସଂଖ୍ୟା। ଦୈନିକ ସଂକ୍ରମଣରେ କରୋନାର ବଡ ଲମ୍ଫ । ଆଜି ଗୋଟିଏ ଦିନରେ ଏକାଥରକେ ୭୨ ହଜାର ପାର କରିଛି ସଂକ୍ରମିତ ସଂଖ୍ୟା। ୨୪ ଘଣ୍ଟାରେ ୭୨ ହଜାର ୩୩୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା ମୃତ୍ୟୁ ହାର ମଧ୍ୟ ଦ୍ରୁତ ଗତିରେ ବଢିଛି…

ଖସିଖସି ଯାଉଛି କରୋନା ଆକ୍ରାନ୍ତ ସଂଖ୍ୟା, ଜାଣନ୍ତୁ ଆଜି ଦେଶର କରୋନା ଅପଡେଟ

ଦେଶରେ ଗତ ଚାରି ମାସରେ କରୋନା ଭାଇରସ୍‌ ଦିନକୁ ଦିନ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ କୋଭିଡ ଜନିତ ନୂଆ ଆକ୍ରାନ୍ତ ସଂଖ୍ୟା ୩୦,୫୪୮ ସାମ୍ନାକୁ ଆସିଛି। ଏହାପୂର୍ବରୁ ୧୫ ଜୁଲାଇରେ ୨୯,୪୨୯ ନୂଆ କେସ୍‌ ସାମ୍ନାକୁ ଆସିଥିଲା। ସେହିପରି ରବିବାର ଦିନ ୪୧,୧୦୦ ନୂଆ ମାମଲା ରିପୋର୍ଟ ହୋଇଛି। ତେବେ…

କେତେ ଆଉ କଲବଲ କରିବ କରୋନା, ସଂକ୍ରମଣରେ ସ୍ପେନକୁ ଟପି ପଞ୍ଚମ ସ୍ଥାନରେ ରହିଲା ଭାରତ

ଦେଶର ଭୟଙ୍କର ସ୍ଥିତି ଆଡକୁ ଗତି କରୁଛି ମହାମାରୀ କରୋନା। ଧୀରେ ଧୀରେ ସକ୍ରିୟ ହୋଇଚାଲିଛି କିଲର ଭାଇରସ। କରି କାୟା ବିସ୍ତାର କରୁଛି କରୋନା ଭାଇରସ। ବିଶ୍ୱର କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ଷଷ୍ଠ ସ୍ଥାନରୁ ପଞ୍ଚମ ସ୍ଥାନରେ ପହଁଚିଛି। ଆମେରିକାର ଜନ୍‌ ହାପକିନ୍ସ ବିଶ୍ୱବିଦ୍ୟାଳୟର…