ଦେଶରେ ଦୁଇ ହଜାର ତଳକୁ ଖସିଲା ଦୈନିକ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ(କେ ନ୍ୟୁଜ):  କମୁଛି କରୋନା ଗ୍ରାଫ । ୨ହଜାର ତଳକୁ ଖସିଲା ମୃତ୍ୟୁ ସଂଖ୍ୟା। ଦେଶରେ ୨୪ ଘଣ୍ଟାରେ କରୋନାରେ ମୃତ୍ୟୁବରଣ କରିଛନ୍ତି ୧ହଜାର ୬୪୭ । ଦିନକରେ ସଂକ୍ରମିତ ହୋଇଛନ୍ତି ୬୦ହଜାର ୭୫୩ । ଆଜିର ସଂକ୍ରମିତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୮ ଲକ୍ଷ ୨୩ ହଜାର ୫୪୬ରେ ପହଞ୍ଚିଛି। ଆକ୍ଟିଭ୍‌ କେସ୍‌ ରହିଛି ୭ଲକ୍ଷ ୬୦ହଜାର ୧୯ । ମୃତ୍ୟୁ ସଂଖ୍ୟା ୩ଲକ୍ଷ ୮୫ ହଜାର ୧୩୭ରେ ପହଞ୍ଚିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.