Below header

ଚନ୍ଦ୍ରାୟନ-୨ର ସଫଳ ଉତ୍‌କ୍ଷେପଣର ତିଥି ନିର୍ଦ୍ଧାରଣ ପାଇଁ ନିଆଯାଇଥିଲା ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ

ଚନ୍ଦ୍ରାୟନ-୨ର ସଫଳ ଉତ୍‌କ୍ଷେପଣ ପଛରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶୁଭେଚ୍ଛା ଓ ପ୍ରେରଣା। ଉତ୍‌କ୍ଷେପଣ ତିଥି ନିର୍ଦ୍ଧାରଣ ପୂର୍ବରୁ ଇସ୍ରୋ ବୈଜ୍ଞାନିକ ମାନେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇଥିବା ଜଣାପଡ଼ିଛି। ଇସ୍ରୋକୁ ଯାଇ ବୈଜ୍ଞାନିକମାନଙ୍କୁ ବୈଦିକ ଗଣିତ ଓ ମହାକାଶ ବିଜ୍ଞାନର ବ୍ୟବହାର ସଂପର୍କରେ ପରାମର୍ଶ ଦେଇଥିଲେ। ଶଙ୍କରାଚାର୍ଯ୍ୟ ଶ୍ରୀହରିକୋଟାସ୍ଥିତ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ପ୍ରୟୋଗଶାଳା ବୁଲି ଦେଖିବା ସହ ମହାକାଶ ବୈଜ୍ଞାନିକମାନଙ୍କ ସହ ବିଚାରବିମର୍ଶ କରିଥିଲେ। ଭାରତୀୟ ପୁରାଣମନ୍ତ୍ରରେ ଚନ୍ଦ୍ରମାର ବାଖ୍ୟା ନେଇ ବୈଜ୍ଞାନିକଙ୍କୁ ପରାମର୍ଶ ଦେଇଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.