ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ କରୋନା, ଆଗାମୀ ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ହୋଇ ଥାଆନ୍ତେ ସାମିଲ

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି, ସାମାନ୍ୟ ଲକ୍ଷଣ ସହିତ ଫୁମିଓ କିଶିଦା କୋଭିଡ ପଜିଟିଭ୍ ବାହାରିଛନ୍ତି। ପିଏମ୍‌ କିଶିଦା ଆସନ୍ତା ସପ୍ତାହରେ ଟ୍ୟୁନିସିଆରେ ହେବାକୁ ଥିବା ଏକ ଆଫ୍ରିକୀୟ ବିକାଶ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.