Below header

ଗୁଜରାଟ କେମିକାଲ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଗୁଜରାଟ ଅହମଦାବାଦର ଖମ୍ବାଟ ତାଲୁକା ଆନନ୍ଦ ଅଞ୍ଚଳରେ ଏକ କେମିକାଲ ଫ୍ୟାକ୍ଟିରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ଏଥିରେ ଅନେକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ସୂଚନା ମୁତାବକ, ଏହି କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଶନିବାର ରାତିରୁ ଲାଗିଥିଲା। କିନ୍ତୁ ରବିବାର ସକାଳେ ସ୍ଥାନୀୟ କର୍ତ୍ତପୃକ୍ଷକୁ ଜଣାପଡିଥିଲା। ଏବେ ନିଆଁକୁ ଆୟତ୍ତ କରିବା ପାଇଁ ୬ ଘଣ୍ଟା ଲାଗିଥିଲା। କିନ୍ତୁ ଏହି ଅଗ୍ନିକାଣ୍ଡରେ କେହି ଆହତ କିମ୍ବା ମୃତାହତ ହୋଇନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.