Below header

ତିନି ଦିନ ପରେ ଧାରଣାରୁ ଉଠିଲେ ଦିଦି

ପଶ୍ଚିମବଙ୍ଗ : ତିନି ଦିନ ପରେ ସତ୍ୟାଗ୍ରହରୁ ଓହରିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସୁପ୍ରିମକୋର୍ଟଙ୍କ ରାୟ ପରେ ସେ ଧାରଣାରୁ ଓହରିବା ନେଇ ଘୋଷଣା କରିଛନ୍ତି । ମମତା କହିଛନ୍ତି, ଆଗାମୀ ସପ୍ତାହରେ ଏହି ପ୍ରସଙ୍ଗକୁ କୋଲକାତାରୁ ଦିଲ୍ଲୀ ଦରବାରକୁ ନେବେ। ସମ୍ବିଧାନ ଓ ଗଣତନ୍ତ୍ରର ବିଜୟ ହୋଇଛି ବୋଲି କହିଛନ୍ତି ଦିଦି। ଆଜି ମମତାଙ୍କୁ ଧାରଣାସ୍ଥଳରେ ଭେଟି ସମର୍ଥନ ଜଣାଇଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରମୁଖ । ସମସ୍ତେ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ଉପରେ ବର୍ଷିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.