ଛେଳିକୁ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ କହିଲେ ‘ନେଇଥିଲି ଅନୁମତି’

ମାଚିଜ୍ନି : ଛେଳିକୁ ଦୁଷ୍କର୍ମ କରିବାର ଏକ ଅଶ୍ଚର‌୍ୟ୍ୟକର ଘଟଣା ଏବେ ନିକଟରେ ଶୁଣିବାକୁ ମିଳିଛି। ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଯୁକ୍ତି କରିଛନ୍ତି କି, ସେ ଛେଳିର ଅନୁମତି ନେଇ ତାସହ ସଂପର୍କ ରଖିଥିଲେ। ଏବେ ପୋଲିସ ଅଭିଯୁକ୍ତ ଯୁବକ ଜଣଙ୍କୁ ଗିରଫ କରିଛି। ଘଟଣାଟି ଆଫ୍ରିକାର ମଲାବିର ମାଚିଜ୍ନି ଅଞ୍ଚଳରେ ଘଟିଛି। ମିଡ଼ିଆ ରିପୋର୍ଟ ମୁତାବକ, ଅଭିଯୁକ୍ତ କେନେଡ଼ିଆନ କଂବାନିଙ୍କୁ ଘଟଣାସ୍ଥଳରେ ପୋଲିସ ଧରିଛି। ପୂର୍ବରୁ ଛେଳିର ମାଲିକ ତାହାର ଛେଳି ଚୋରି ହୋଇଥିବା ଅଭିଯୋଗ କରିଥିଲେ।

goat

ଛେଳି ମାଲିକ ପୋଲିସକୁ ଚୋରି ନେଇ ଅଭିଯୋଗ କରିବା ସହ ପଡ଼ୋଶୀ ଉପରେ ସନ୍ଦେହ କରିଥିଲେ। ଯାହାଫଳରେ ଘଟଣାସ୍ଥଳରେ ପୋଡ଼ଶୀଙ୍କୁ ଛେଳି ସହ ଦୁଷ୍କର୍ମ କରୁଥିବାର ଦେଖିଥିଲେ। ଏହା ପ୍ରଥମଥର ନୁହଁ ଯେବେ ଛେଳିକୁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଏହା ପୂର୍ବରୁ ମଧ୍ୟ ଜଣେ ଗର୍ଭବତୀ ଛେଳିକୁ ଦୁର୍ଷ୍କର୍ମ କରିବା ଘଟଣା ସାମ୍ନା କରିଥିଲେ। ତେବେ ଭାରତରେ ମଧ୍ୟ ଅନେକ ପଶୁଙ୍କ ସହ ଦୁଷ୍କର୍ମ ସହ ଘଟଣା ସାମ୍ନାକୁ ଆସିଛି। କିନ୍ତୁ ଏନେଇ ବର୍ତ୍ତମାନ ପର‌୍ୟ୍ୟନ୍ତ କୌଣସି କଡ଼ା ନିୟମ ଲାଗୁ କରାଯାଇନାହିଁ।

Leave A Reply

Your email address will not be published.