Below header

ପିଆଜ କିଣିବା ପାଇଁ ଧାଡିରେ ଛିଡା ହୋଇଥିବା ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ

ଆନ୍ଧ୍ରପ୍ରଦେଶ : କୃଷ୍ଣ ଜିଲ୍ଲାରେ ସୋମବାର ଦିନ ସରକାରୀ କେନ୍ଦ୍ରକୁ ପିଆଜ ଆଣିବାକୁ ଲାଇନରେ ଛିଡା ହୋଇଥିବା ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ସମ୍ଭେୟା ନାମକ ଏହି ବ୍ୟକ୍ତି ଜିଲ୍ଲାର ଗୁଡିଓ୍ଵାଡା ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ୱାରାକମ୍‌ ଦାମରେ ବିକ୍ରି କରାଯାଉଥିବା ପିଆଜକୁ ଆଣିବା ପାଇଁ ଧାଡିରେ ଛିଡା ହୋଇଥିଲେ।

man dies ଠିକ୍‌ ଏହି ସମୟରେ ଅଚାନକ ତାଙ୍କୁ ହୃଦଘାତ ହେଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଗଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଳାରେ ୨୦ କେଜି ପିଆଜ ଲୁଟ୍‌ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.