Below header
Browsing Tag

onion price hike

ଲଗାତର ବଢିଚାଲିଛି ପିଆଜ ଦର, ଖୁଚୁରା ବଜାରରେ ଦର ଟପିଲା ୮୦ ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): କନ୍ଦାଉଛି ପିଆଜ । ଲଗାତର ବଢିଚାଲିଛି ପିଆଜ ଦର। ଦୁର୍ଗାପୂଜା ସରିଥିବାବେଳେ ଆଗକୁ ଦୀପାବଳି । ଉତ୍ସବର ମାହୋଲ ଚାଲିଥିବାବେଳେ ପିଆଜ ଦରରେ ଲାଗୁନି ବ୍ରେକ୍ । ଗତ କିଛି ଦିନ ହେବ ରାଜ୍ୟରେ ଉପର ମୁହାଁ ପିଆଜ ଦର। କେଜି ୨୦ ଟଙ୍କାରେ ମିଳୁଥିବା ପିଆଜ ଏବେ ୮୦ ଟଙ୍କାରେ…

ଟମାଟୋ ପରେ କନ୍ଦାଇଲାଣି ପିଆଜ, କିଲୋ ପିଛା ୫୦ ଛୁଇଁଲା

ଭୁବନେଶ୍ୱର (କେନ୍ୟୁଜ): ଆଗରୁ ପିଆଜ କାଟିଲେ ଲୋକଙ୍କ ଆଖିରେ ପାଣି ଆସୁଥିଲା । ଏବେ ପିଆଜ କିଣିବା ବେଳକୁ ଗରିବା ଗୁରୁବାଙ୍କ ଆଖିରୁ ପାଣି ଆସିଯାଉଛି । ପଖାଳ କଂସାଏରେ ଲୁଣ ପିଆଜ କଥା ଭାବିଲେ ବି କଷ୍ଟ ଲାଗୁଛି । କିଲୋ ପିଛା ୫୦ ଛୁଇଁଲାଣି । ଟମାଟୋ , ଅଦା, ରସୁଣ ପରେ ଏବେ ବଢିଛି ପିଆଜ ଦର…

‘୨/୪ ମାସ ପିଆଜ ନ ଖାଇଲେ କିଛି ବିଗିଡ଼ିଯିବ ନାହିଁ’, ବର୍ଦ୍ଧିତ ମୂଲ୍ୟ ଉପରେ କହିଲେ ମହାରାଷ୍ଟ୍ର ମନ୍ତ୍ରୀ ଦାଦା ଭୁସେ

ଟମାଟୋ ପରେ ଏବେ ପିଆଜ ପାଳି। ପିଆଜର ବର୍ଦ୍ଧିତ ମୂଲ୍ୟ ରୋଷେଇ ଘରର ବଜେଟ୍‌ ବିଗାଡ଼ିବା ଆରମ୍ଭ କଲାଣି। ଏହାରି ଭିତରେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଦାଦା ଭୁସେ କହିଛନ୍ତି, ଯଦି ଲୋକମାନେ ୨/୪ ମାସ ପିଆଜ ନ ଖାଇବେ, ତେବେ କିଛି ବିଗିଡ଼ିଯିବ ନାହିଁ। କହି ରଖୁଛୁ ଯେ କେନ୍ଦ୍ର ସରକାର ପିଆଜ…

ଗଚ୍ଛିତ ପିଆଜ ବିକ୍ରି କରିବେ କେନ୍ଦ୍ର ସରକାର: ପୂଜା ସମୟରେ ମୁମ୍ବାଇ ଓ ପୁଣେରେ ଦର ଛୁଇଁବ ୧୦୦

ନୂଆଦିଲ୍ଲୀ : ପିଆଜର ଅହେତୁକ ଦର ବୃଦ୍ଧି ଯୋଗୁ ଗଚ୍ଛିତ ପିଆଜ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହା ସହ ବିଦେଶରୁ ଶୀଘ୍ର ଆମଦାନୀ କରିବାକୁ ଅନୁମତି ଦେଇଛନ୍ତି । କେନ୍ଦ୍ର ସରକାର ପ୍ଲାଣ୍ଟ କ୍ୱାରେଣ୍ଟାଇନ୍‌ ଅର୍ଡର ୨୦୦୩କୁ ବାଦ୍‌ ଦେଇଛନ୍ତି । ଏହା ଦ୍ୱାରା…

ବଜାରରେ ୮୦ ଟଙ୍କା ଛୁଇଁଲାଣି ପିଆଜ ଦର, ବୃଦ୍ଧିକୁ ନେଇ ଗ୍ରାହକ ଓ ବ୍ୟବସାୟୀ ମହଲରେ ଅସନ୍ତୋଷ

ଭୁବନେଶ୍ବର: ଆକାଶ ଛୁଆଁ ପିଆଜ ଦର। ବଜାରରେ ୮୦ ଟଙ୍କା ଛୁଇଁଲାଣି ପିଆଜ ଦର । ଗତକାଲି ସକାଳେ ବଜାରରେ ପିଆଜ ଦର ୭୦ ଟଙ୍କା ରହିଥିବାବେଳେ, ସନ୍ଧ୍ୟାରେ ଏହା ୮୦ ଟଙ୍କାରେ ବିକ୍ରି ହେଉଥିଲା । ଗତ ସପ୍ତାହରେ ୪୦ରୁ ୫୦ ଟଙ୍କା ଥିବାବେଳେ ହଠାତ୍‌ ବଢି ୮୦ ଟଙ୍କାରେ ପହଂଚିଛି । ଯେଉଁଠି ଗ୍ରାହକ…

ପୁଣି କନ୍ଦାଇଲାଣି ପିଆଜ: ଦିନକୁ ଦିନ ବଢିଚାଲିଛି ଦାମ୍‌, ଦୀପାବଳି ବେଳକୁ ୧୦୦ ଟଙ୍କା ହୋଇପାରେ ଦାମ୍‌

ପୁଣି କନ୍ଦାଇଲାଣି ପିଆଜ। ଦିନକୁ ଦିନ ପିଆଜ ଦାମ୍‌ ବୃଦ୍ଧି ପାଇବାରେ ଲାଗିଛି। ଯାହା ଆଗାମୀ ଦିନରେ ସାଧାରଣ ଲୋକ ପକେଟ ଉପରେ ପ୍ରଭାବ ପକାଇପାରେ। ଯଦି ପିଆଜ ଦାମ ଏହିଭଳି ବଢିବ ତାହେଲେ ଦୀପାବଳି ବେଳକୁ ପିଆଜ ଦାମ ଆହୁରି ମହଙ୍ଗା ହୋଇପାରେ। ବର୍ତ୍ତମାନ ଖୁଚୁରା ବଜାରରେ ପିଆଜ ଦାମ କିଲୋ…

କମିବା ପରେ ପୁଣି କାହିଁକି ବଢ଼ିଲା ପିଆଜ ରେଟ୍‌ ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି କେତେ ଅଛି । ଭୁବନେଶ୍ୱର ଗାନ୍ଧୀ କାର୍ମେଟ୍‌ରେ ପିଆଜ ଆଡ଼କୁ ହାତ ଦେଖାଇ ବାବୁ ପର୍ଶୁରାମ ଦୋକାନୀକୁ ପଚାରିଲେ । ଆଉ ଦୋକାନୀ ଜଣକ ଭାରି ଗର୍ବରେ କହିଲେ, ୧୪୦ ଟଙ୍କା । ସେଇଠୁ କାନମୁଣ୍ଡ ଆଉଁସି ବାଟ ଭାଙ୍ଗି ବାବୁ ପର୍ଶୁରାମ ଅନ୍ୟ ପରିବା ଦୋକାନ ଆଡ଼କୁ…

ପିଆଜ ପରେ ଏବେ କ୍ଷୀରର ପାଳି, ମହଙ୍ଗା ମାଡରେ ଘାଇଲା ହେବେ ସାଧାରଣ ଖାଉଟି

କେନ୍ୟୁଜ୍(ବ୍ୟୁରୋ): ପିଆଜ ପରେ ଏବେ ଆଖିଲେ ଲୁହ ଦେବ କ୍ଷୀର ।  ବଜାରରେ ଏବେ ଏବେ ପିଆଜର ମହଙ୍ଗାମାଡର ନିସ୍ତାର  ପାଇନଥିବା ସାଧାରଣ ଖାଉଟିଙ୍କ ଉପରେ ଦାଉ ସାଧିବାକୁ  ଯାଉଛି କ୍ଷୀର। ଦେଶର ସବୁଠାରୁ ବଡ଼ ଏବଂ ଜଣାଶୁଣା କମ୍ପାନୀ ଅମୂଲ (Amul) କ୍ଷୀରର ଦର ବଢ଼ାଇବା ପାଇଁ ନିଷ୍ପତି ନେଇଛି।…

‘‘କହୋ ନା ପିଆଜ ହୈ…’’ପିଆଜକୁ ନେଇ ଅମୁଲର ମଜାଳିଆ ପୋଷ୍ଟ, ୟୁଜର କହିଲେ ଏମିତି

ଅମୁଲର ବିଜ୍ଞାପନ ସର୍ବଦା ପ୍ରାସଙ୍ଗିକତା ଓ ରଚନାତ୍ମକତା ଉପରେ ପର୍ଯ୍ୟବେସିତ। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅମୁଲ ନିଜ ବିଜ୍ଞାପନ ପ୍ରସ୍ତୁତ କରିଥାଏ। ଏଥରକ ମଧ୍ୟ ଅମୁଲ ନିଜ ବିଜ୍ଞାପନକୁ ଚିରାଚରିତ ଢଙ୍ଗରେ ପ୍ରସ୍ତୁତ କରିଛି। ଚଳିତଥରର ଥିମ୍‌ ପିଆଜର ବର୍ଦ୍ଧିତ ଦରକୁ ଉପରେ…

ପିଆଜ କିଣିବା ପାଇଁ ଧାଡିରେ ଛିଡା ହୋଇଥିବା ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ

ଆନ୍ଧ୍ରପ୍ରଦେଶ : କୃଷ୍ଣ ଜିଲ୍ଲାରେ ସୋମବାର ଦିନ ସରକାରୀ କେନ୍ଦ୍ରକୁ ପିଆଜ ଆଣିବାକୁ ଲାଇନରେ ଛିଡା ହୋଇଥିବା ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ସମ୍ଭେୟା ନାମକ ଏହି ବ୍ୟକ୍ତି ଜିଲ୍ଲାର ଗୁଡିଓ୍ଵାଡା ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ୱାରାକମ୍‌ ଦାମରେ…

ଦରରେ ଡବଲ୍‌ ସେଞ୍ଚୁରି ମାରିଲାଣି ପିଆଜ, ଏବେ ୨୦୦ ଟଙ୍କାରେ ବିକ୍ରି ହେଉଛି ମାର୍କେଟରେ

ବେଲଗାମ୍‌ ହେବାରେ ଲାଗିଛି ପିଆଜ ଦର । ପ୍ରତିଦିନ ଦର କମିବା ବଦଳରେ ବଢିବାରେ ଲାଗିଛି । ପିଆଜ ଦର ଡବଲ୍‌ ସେଞ୍ଚୁରି ମାରିଲାଣି । ତାମିଲନାଡୁର ମଦୁରାଇ ସହରରେ ପିଆଜ କେଜି ୨ ଶହ ଟଙ୍କାରେ ବିକ୍ରି ହେଉଛି । ବ୍ୟବସାୟୀ କହୁଛନ୍ତି, ଗ୍ରାହକ ୫ କେଜି ନେବା ବଦଳରେ କେଜିଏ ନେଇ ମନ ବୁଝାଉଛନ୍ତି ।…

ଇଜିପ୍ଟରୁ ୧ଲକ୍ଷ ଟନ ପିଆଜ ଆସିଲେ ମଧ୍ୟ ଓଡିଶାର ଚାହିଦା ମେଣ୍ଟାଇପାରିବନି: ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ…

କେନ୍ୟୁଜ୍(ବ୍ୟୁରୋ): ବଜାରରେ ଏବେ ପିଆଜ ଦର ଆକାଶଛୁଆଁ । ପିଆଜ ଦର ବୃଦ୍ଧି ଏକ ଜାତୀୟ ସମସ୍ୟା । ଏହା ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି, ନାସିକରେ ଯେଉଁଠି ୩ ଟନ୍‌ ପିଆଜ ଉତ୍ପାଦନ ହେଉଥିଲା ସେଠି ଏବେ…