ଦରରେ ଡବଲ୍‌ ସେଞ୍ଚୁରି ମାରିଲାଣି ପିଆଜ, ଏବେ ୨୦୦ ଟଙ୍କାରେ ବିକ୍ରି ହେଉଛି ମାର୍କେଟରେ

ବେଲଗାମ୍‌ ହେବାରେ ଲାଗିଛି ପିଆଜ ଦର । ପ୍ରତିଦିନ ଦର କମିବା ବଦଳରେ ବଢିବାରେ ଲାଗିଛି । ପିଆଜ ଦର ଡବଲ୍‌ ସେଞ୍ଚୁରି ମାରିଲାଣି । ତାମିଲନାଡୁର ମଦୁରାଇ ସହରରେ ପିଆଜ କେଜି ୨ ଶହ ଟଙ୍କାରେ ବିକ୍ରି ହେଉଛି । ବ୍ୟବସାୟୀ କହୁଛନ୍ତି, ଗ୍ରାହକ ୫ କେଜି ନେବା ବଦଳରେ କେଜିଏ ନେଇ ମନ ବୁଝାଉଛନ୍ତି । ଏପଟେ ଜଣେ ଗ୍ରାହକ କହିଛନ୍ତି, ପ୍ରତି ସପ୍ତାହରେ କେବଳ ପିଆଜ ପାଇଁ ୪ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.