Below header

କରୋନା ପାଇଁ ଲାଗୁ କଟକଣା ନମାନିବାରୁ ସାନ ଭାଇକୁ ଛୁରି ମାରି ହତ୍ୟା କଲା ବଡ ଭାଇ

ମୁମ୍ବାଇ: ସାନ ଭାଇକୁ ମାରିଲା ବଡ ଭାଇ। ମୁମ୍ବାଇ କାନ୍ଦିବାଲିରେ ରାଜେଶ ନାମକ ଜଣେ ବ୍ୟକ୍ତି ନିଜ ଭାଇକୁ ଛୁରି ମାରି ହତ୍ୟା କରିଛି। କରୋନା ପାଇଁ ଲାଗୁ କଟକଣା ନମାନି ରାଜେଶ ତା ସ୍ତ୍ରୀ ସହ ପରିବା ମାର୍କେଟ ଯାଇଥିଲା। ଏହାକୁ ବିରୋଧ କରିବାରୁ ରାଜେଶ ସାନ ଭାଇକୁ ହତ୍ୟା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.