Below header

ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏମ କେ ଷ୍ଟାଲିନ୍‌

ତାମିଲନାଡୁ: ଆଜିଠୁ ତାମିଲନାଡୁରେ ଷ୍ଟାଲିନ୍‌ ରାଜ୍‌। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏମ କେ ଷ୍ଟାଲିନ୍‌ । ତାମିଲନାଡୁ ନିର୍ବାଚନରେ କ୍ଷମତାସୀନ ଏଆଇଏଡିଏମକେ ହାତରୁ ଶାସନ ଡୋରି ଛଡ଼ାଇ ଆଣିଥିଲା ଡିଏମକେ ମେଣ୍ଟ । ଷ୍ଟାଲିନଙ୍କ ନେତୃତ୍ୱରେ ଡିଏମକେ ମେଣ୍ଟ ପ୍ରାର୍ଥୀ ୨୩୪ରୁ ୧୩୩ ଆସନ ହାତେଇଥିଲା।

ଏଆଇଏନଆରସି ମୁଖ୍ୟ ଏନ ରଙ୍ଗାସ୍ୱାମୀ ମଧ୍ୟ ଆଜି ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଉପରାଜ୍ୟପାଳ ତମିଲିସାଇ ସୁନ୍ଦରରାଜନ ରାଜନିବାସରେ ତାଙ୍କୁ ଶପଥ ଗ୍ରହଣ କରାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.